+917832878330

24/7

Himachal Pradesh, India

Aau Ki Subhiba | Odia Song

Share This Post

Aau Ki Subhiba Lyrics

ପ୍ରଭୁ...ଉ ଉ... ପ୍ରଭୁ ପ୍ରଭୁ
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ 
ଆଦ୍ୟ ପ୍ରେମର ଝଙ୍କାର -2
ଫେରି କି ଆସିବ ଜୀବନେ ଯୀଶୁ ହେ -2
ସାତ ରଙ୍ଗ ସାତ ସୂର
ଆଦ୍ୟ ପ୍ରେମର ଝଙ୍କାର
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ 
ଆଦ୍ୟ ପ୍ରେମର ଝଙ୍କାର -2
ଭୁଲିଗଲି ସବୁ... ପ୍ରଭୁ...
ଭୁଲିଗଲି ସବୁ
ପୁରୁଣା ସ୍ମୃତିକୁ ପ୍ରାର୍ଥନାରେ ଥିଲି କହି
ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ
ସବୁକୁ ଦେଲି ଏଡ଼ାଇ 
ତୁମେ ମୋ ଶରଣ ଗୋଲାପ ସୁରବି -2
ଅଟେ ଆଶିଷର ବାହା
ଆଉକି ଝରିବ ମୋ ଆଖି ପତାରେ -2 
ଅନୁତାପର ସେ ନୀର
ଆଦ୍ୟ ପ୍ରେମର ଝଙ୍କାର
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ 
ଆଦ୍ୟ ପ୍ରେମର ଝଙ୍କାର -2 
ନ ଚାହିଁବି ବୋଲି... ପ୍ରଭୁ...
ନ ଚାହିଁବି ବୋଲି ଆଖି ବୁଜି ଦେଲି
ହୃଦୟ ଭିତରେ ଦିଶ 
ନ ଶୁଣିବି ବୋଲି କାନ ରୋଟି ଦେଲି
ଚେତନାରେ ନୀତି ଆସ 
ତୁମରି ସାନ୍ନିଧ୍ୟ ଭରଷା ପବନ -2 
ଲାଗେ ମୋତେ ନୀତି ନୂଆ
ଆଉକି ବହିବ ଏ ମରୁ ଅନ୍ତରେ -2
କାଲବରିର ରୁଧିର
ଆଦ୍ୟ ପ୍ରେମର ଝଙ୍କାର
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ 
ଆଦ୍ୟ ପ୍ରେମର ଝଙ୍କାର -2
ଫେରି କି ଆସିବ ଜୀବନେ ଯୀଶୁ ହେ -2
ସାତ ରଙ୍ଗ ସାତ ସୂର
ଆଦ୍ୟ ପ୍ରେମର ଝଙ୍କାର
ଅନୁତାପର ସେ ନୀର
କାଲବରିର ରୁଧିର

Aau Ki Subhiba | Odia Song

Aau Ki Subhiba Bhanga Bina Tare | Christian Devotional Song

Album: Krutanjali

Voice & Music: Subason Deep

Lyrics: Tejraj Nag

LEAVE A REPLY

Please enter your comment!
Please enter your name here

Halleluyah Halleluyah Gayenge

Halleluyah Halleluyah Gayenge Lyrics हालेलूय्याह हालेलूय्याह गायेंगेउसके वचन को सुनायेंगे...