Aau Ki Subhiba Lyrics
ପ୍ରଭୁ...ଉ ଉ... ପ୍ରଭୁ ପ୍ରଭୁ ଆଉ କି ଶୁଭିଵ ଭଙ୍ଗା ଵିଣାତାରେ ଆଦ୍ୟ ପ୍ରେମର ଝଙ୍କାର -2 ଫେରି କି ଆସିବ ଜୀବନେ ଯୀଶୁ ହେ -2 ସାତ ରଙ୍ଗ ସାତ ସୂର ଆଦ୍ୟ ପ୍ରେମର ଝଙ୍କାର ଆଉ କି ଶୁଭିଵ ଭଙ୍ଗା ଵିଣାତାରେ ଆଦ୍ୟ ପ୍ରେମର ଝଙ୍କାର -2
ଭୁଲିଗଲି ସବୁ... ପ୍ରଭୁ... ଭୁଲିଗଲି ସବୁ ପୁରୁଣା ସ୍ମୃତିକୁ ପ୍ରାର୍ଥନାରେ ଥିଲି କହି ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ ସବୁକୁ ଦେଲି ଏଡ଼ାଇ ତୁମେ ମୋ ଶରଣ ଗୋଲାପ ସୁରବି -2 ଅଟେ ଆଶିଷର ବାହା ଆଉକି ଝରିବ ମୋ ଆଖି ପତାରେ -2 ଅନୁତାପର ସେ ନୀର ଆଦ୍ୟ ପ୍ରେମର ଝଙ୍କାର ଆଉ କି ଶୁଭିଵ ଭଙ୍ଗା ଵିଣାତାରେ ଆଦ୍ୟ ପ୍ରେମର ଝଙ୍କାର -2
ନ ଚାହିଁବି ବୋଲି... ପ୍ରଭୁ... ନ ଚାହିଁବି ବୋଲି ଆଖି ବୁଜି ଦେଲି ହୃଦୟ ଭିତରେ ଦିଶ ନ ଶୁଣିବି ବୋଲି କାନ ରୋଟି ଦେଲି ଚେତନାରେ ନୀତି ଆସ ତୁମରି ସାନ୍ନିଧ୍ୟ ଭରଷା ପବନ -2 ଲାଗେ ମୋତେ ନୀତି ନୂଆ ଆଉକି ବହିବ ଏ ମରୁ ଅନ୍ତରେ -2 କାଲବରିର ରୁଧିର ଆଦ୍ୟ ପ୍ରେମର ଝଙ୍କାର ଆଉ କି ଶୁଭିଵ ଭଙ୍ଗା ଵିଣାତାରେ ଆଦ୍ୟ ପ୍ରେମର ଝଙ୍କାର -2 ଫେରି କି ଆସିବ ଜୀବନେ ଯୀଶୁ ହେ -2 ସାତ ରଙ୍ଗ ସାତ ସୂର ଆଦ୍ୟ ପ୍ରେମର ଝଙ୍କାର ଅନୁତାପର ସେ ନୀର କାଲବରିର ରୁଧିର
Aau Ki Subhiba | Odia Song
Aau Ki Subhiba Bhanga Bina Tare | Christian Devotional Song
Album: Krutanjali
Voice & Music: Subason Deep
Lyrics: Tejraj Nag